ESIC ହସ୍ପିଟାଲର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ,୧୫/୦୬:   ଅନୁଗୁଳ ବଳରାମପ୍ରସାଦ ସ୍ଥିତ ESIC ହସ୍ପିଟାଲର ଉଦଘାଟନ ହୋଇଛି । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ କେନ୍ଦ୍ର ଶିକ୍ଷା ଏବଂ ଉଦ୍ୟୋଗିକା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ତାଙ୍କ ସହିତ ଆଉ ଜଣେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି, ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ଭୁପିନ୍ଦର ୟାଦଭ ଯୋଗଦେଇଥିଲେ । ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଏ ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସ୍ଵାସ୍ଥ୍ୟ ସେବା ତୁରନ୍ତ ପାଇବା ସମ୍ଭବ ହେବ   ହୋଇଛି । ଏହାପରେ ପରେ ଏକ ସାଧାରଣ ସଭାରେ ଗରିବ କଲ୍ୟାଣ ଯୋଜନା ସମ୍ପର୍କିତ ଏକ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: