ନବରଙ୍ଗପୁର୨/୩(ମିହିର ଶଙ୍କର ପାତ୍ର):-ଡାବୁଗାଁ ବ୍ଲକର Gpo ଙ୍କ ନିରୋଧରେ ଅଭିଯୋଗ ଆଣିଲେ ଡାବୁଗାଁ ବ୍ଲକର (BLO) ବିଏଲ.ଓ ମାନେ । ଡାବୁଗାଁ Gpo ବା ଗ୍ରାମ ସମ୍ପ୍ରସାରଣ ଅଧିକାରୀ ସବୁବେଳେ ବି.ଏଲ.ଓ ମାନଙ୍କୁ ବିଏଲଓ କାର୍ଯ୍ୟକ୍ରମ ମାନଙ୍କ ରେ ଅସଂମ୍ମାନ ପ୍ରଦର୍ଶନ କରୁଥିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଡାକି କାର୍ଯ୍ୟକ୍ରମ ରେ ଆସୁ ନାଥିବା ଏବଂ ବିଏଲଓ ମାନଙ୍କ ସମୟର ଅପଚୟ କରୁଛନ୍ତି । ଏବିଷୟରେ ସମବାର ଦିନ ମଧ୍ୟ କାର୍ଯ୍ୟକ୍ରମ ପାଇଁ ଡାକି ସନ୍ଧ୍ୟା ପ୍ରାୟ 5 ଘଣ୍ଟ ପର୍ଯ୍ୟନ୍ତ ଅପେକ୍ଷା କରାଇବା ପରେ ମଧ୍ୟ Gpo ନା କଣସି ସୁପ୍ରବାଇଜର ବ୍ଲକ ର ମିଟିଙ୍ଗ ହଲକୁ ଆସିଥିଲେ ।ବାଧ୍ୟ ହୋଇ ବିଏଲଓ ମାନେ ସମବାର ଦିନ Gpo ସଦାସିଭ ସାହୁଙ୍କ ବିରୋଧରେ ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ ଙ୍କୁ ଏକ ଲିଖିତ ଅଭିଯୋଗ ପାତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କାମରେ ଉପୁଜୁ ଥିବା ସମସ୍ୟାର ସମାଧାନ ଯଥା ଶୀଘ୍ର କରନ୍ତୁ ବୋଲି ନିବେଦନ କରିଛନ୍ତି । ଡାବୁଗାଁ Gpo ଙ୍କୁ ଯଗାଯୋଗ କରିବାରୁ ଏସବୁ ମିଥ୍ୟା ଅଭିଯୋଗ ବଳି କହିବା ସହ ଆଜି ସୁପ୍ରବାଇଜର ମାନେ ଆସିବାରେ ବିଳମ୍ବ କରିଥିବାରୁ ଭଟର ସଂସଧନ କାମ ବିଳମ୍ବ ହଇଥିବା ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |