ହିଂଜଳି ଅଞ୍ଚଳରେ ବେଆଇନ ଇଟାଭାଟ ସଂଖ୍ୟା ବଦ୍ଧୃି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ କେବେ ?

ହିଂଜଳିି,(ଦୁ.ପ୍ର) : ରାଜ୍ୟର ହିଂଜଳିି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି । ଦୀର୍ଘ ୨୦ ବଷ ର୍ହେଲା ହିଂଜଳିରି ୁନବୀନ ବାବୁ ବିଜେଡ଼ି ଦଳରୁ ନିର୍ବାଚିତ ହୋଇ ଦଳର ମୁଖିଆ ସାଜି ମୁଖ୍ୟମନ୍ତ୍ରୀ ପଦରେ ବସବିା କଥା କାହାକୁ ବା ଅଜଣା । ହିଂଜିଳିକୁ ଏନ୍‌ଏସିରୁ ମ୍ୟୁନିସିପାଲଟିରେ ପରିଣତ କରିବାଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । କେତେକ ଗ୍ରାମକୁ ନେଇ ହିଂଜଳିି ସହରରେ ସାମିଲ କରି ମ୍ୟୁନିସିପାଲଟିରେ ପରିଣତ କରେିଦଲେ ସତ କନ୍ତି ୁଗ୍ରାମରେ ଥôବା ପରିବେଶ ପ୍ରତି ଚିନ୍ତା କରି ନାହାନ୍ତି ମୁଖ୍ୟମନ୍ତ୍ରୀ । ସହର ଉପକଣ୍ଠ ତଥା ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମରେ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମାଟି ପୋଡା଼ ଯୋଗ ୁଁମାଟରି ଜେବୌକି ସାର ନଷ୍ଟ ହେବା ସହ ନିର୍ଗମନ ହେଉଥିବା ଧୂଆଁ ଦ୍ୱାରା ପରିବେଶ
ନଷ୍ଟ ହେବାରେ ଲାଗିଛି । ତହସିଲ, ବ୍ଳକ୍ ଅଧିକାରୀମାନେ ସବୁ ଜାଣି ନ ଜାଣିଲା ପରି ନବୀନ ବାବୁଙ୍କ ଭୟରେ ଚୁପ୍ କର ିରହୁଛନ୍ତ ିା ସେହି ଅଞ୍ଚଳର ଇଟାଭାଟି ମାଲିକମାନେ ରାଜନୈତିକ ନେତା, କୁଜିନେତା ମାନଙ୍କୁ ନେଇ ଭଡ଼ାଟିଆ ଗୁଣ୍ଡା ଯୋଗାଇ ଦଳକୁ ଟାଣ କରୁଥିବାରୁ ଇଟାଭାଟି ଗୁଡ଼ିକର ସୁରକ୍ଷା ଦେବାରେ ରାଜନୈତିକ ନେତାମାନେ ସମର୍ଥନ କରିବା ସ୍ୱାଭାବକି । ମଣଷି ପକ୍ରତୃ ିବଦଳେିଲ
ସିନା ପରିବେଶର ପ୍ରକୃତି ଓ ଚିତ୍ର ବଦଳିବ ! ବିଜେଡ଼ି ଦଳର ପରବିର୍ତ୍ତନ ହେଉନାହ ିଁତେଣୁ ସେହି ଅଞ୍ଚଳର ମଣଷିମାନଙ୍କର ପକ୍ରତୃେିର ପରିବର୍ତ୍ତନ ନ ହେବା ସ୍ୱାଭାବିକ । ତେଣୁ ପରିବେଶ ସୁରକ୍ଷା ହେବ କପିର ି? ଇଟାଭାଟ ିଗଡୁକି଼ର ସଂଖ୍ୟା ହ୍ରାସ ହେବ ବା କିପରି ? ଲୋକଙ୍କ ପେଟପାଟଣା କଥା । ଇଟାଭାଟି ଚାଲେିଲ ତ ବ୍ୟବସାୟ ଚାଲବି । ବେଶ୍ ଦୁଇ ପଇସା ରୋଜଗାର ହେବ । ଲୋକେ ନିଜର ଉଦର
ପୋଷଣ କରିବେ । କୌଣସି ରାଜନୈତକି ଦଳ ଲୋକଙ୍କୁ ଉଦର ପୋଷଣ ପାଇଁ ସବୁଦିନେ ଅର୍ଥରାଶି କ’ଣ ଦେଇପାରିବେ ? କିନ୍ତୁ ପରୋକ୍ଷରେ ଇଟାଭାଟ ିଚଳାଇ ଇଟା ବ୍ୟବସାୟ କର ିସେଥôର ୁଦଇୁପଇସା ରୋଜଗାର କରିବା ପନ୍ଥା ବିଜେଡ଼ି ଦଳ ତ ଦେଖେଇବାରେ ବେଶ୍ ସହଯୋଗ କରି ଆସୁଛି । ହେଲେ ସାଧାରଣ ଜନତାଙ୍କ ଜୀବନଧାରଣର ମାନଦଣ୍ଡ କମଥୁôବା, ପରେିବଶ ନଷ୍ଟ ହେଉଥିବା, ଜୈବିକ ସାର ଜମିରୁ ନଷ୍ଟ ହେବ, ଚାଷୀ ଉପାôଦନ କ୍ଷମତା ହରାଇ ବସିବା ଏସବୁ ଅସୁବିଧା ଗୁଡ଼ିକୁ ହିଂଜିଳି ନିର୍ବାଚନ ମଣ୍ଡଳର ରାଜନେତା ମାନେ କ’ଣ ଦେଖୁନାହାନ୍ତି ? ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଏସବୁ କ’ଣ ଆସୁନାହିଁ ? ଏହି ପରିପ୍ରେକ୍ଷୀରେ ଇଟାଭାଟି ସଂଖ୍ୟା ହ୍ରାସ କରବିା ନମିନ୍ତେ ସେହି ଅଞ୍ଚଳର କେତେକ ସଚେତନ ନାଗରକି ମଖ୍ୟୁମନ୍ତ୍ରୀଙ୍କ ଦଷ୍ଟୃ ିଆକଷର୍ଣ କରବିା ସହ ପ୍ରଶାସନର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *