ରାଜ୍ୟରେ ମୋ ସରକାର ଯୋଜନା ଫେଲ ୍‌ମାରବ

ଭୁବନେଶ୍ୱର,(ଦୁ.ପ୍ର) : ରାଜ୍ୟ ସରକାର ସବୁ ପ୍ରକାର ଯୋଜନା ପଣ୍ରୟନ କର ିସେଗଡୁକି଼ ୁଲାଗ ୁକରି ବାହାଦୂରୀ ନେବାକୁ ବ୍ୟସ୍ତ । ଲୋକେ କିନ୍ତୁ ବୁଝି ସାରିଲେଣି । ବର୍ତ୍ତମାନର ସରକାରରେ କେଉଁ ଯୋଜନା ଅଛ ିକେଉ ଁଯୋଜନା ନାହିଁ ତାହା ବର୍ତ୍ତମାନ ଖୋଦ୍ ସରକାର ଜାଣପିାର ୁନାହାନ୍ତ ିା ସରକାର ଏବେ ବାଟବଣା ହେଉଛନ୍ତି । ଯୋଜନା ଗୁଡ଼ିକ ଲାଗୁ ସିନା କରିଦେଲେ ହେଲେ ସେଗୁଡ଼କି ସଫଳ ହେବ କି ? ଲୋକଙ୍କୁ ଖୁସି କରିବା ପାଇଁ ସରକାର ପ୍ରୟାସ କରି ଆସନ୍ତା ନିର୍ବାଚନରେ ଭୋଟଗୁଡ଼ିକୁ ହାତେଇବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ବାସ୍ତବରେ ଯେଉଁ ଯୋଜନାଗୁଡ଼ିକ ଲାଗୁ ହୋଇଛି ଦେଖନ୍ତୁ ତ ସେଗୁଡ଼ିକରୁ କେତେ ସୁଫଳ ମିଳୁଛି । ଅନ୍ୟପଟରେ ପ୍ରଶ୍ନ ଉଠେ ଯେ, ଲାଗୁ ହୋଇଥିବା

ଯୋଜନାଗୁଡ଼ିକ ସ୍ୱୟଂକ୍ରୀୟ ହୋଇପାରିବ ତ ! ଅଧାପନ୍ତରିଆ ହୋଇ ରହଯିବିନ ିତ ! ସେ ଯେଉଁ ଅବସ୍ଥାରେ ରହୁଛି ତାହା କହିଲେ ନସରେ । ହେଲେ ସରକାର କନ୍ତିୁ ନେଉଛନ୍ତି ବାହାଦୂରୀ । ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଲୋକେ ମଧ୍ୟ ବାଉଳି ଚାଉଳି ହେଉଛନ୍ତି । ଏତେଗୁଡ଼ାଏ ଯୋଜନା । କେଉଁଠି ଭଲ କେଉଁଠ ିଭୁଲ ତାହା ଲୋକ ମଧ୍ୟ ତଜର୍ମା କରବିା ବେଳ ଆସନିାହିଁ କିମ୍ବା ତର୍ଜମା କରୁନାହାନ୍ତି । ସଦ୍ୟ

ଖୁସି ହୋଇ ଯାଉଛନ୍ତି ଲୋକେ । କେଉଁ ଯୋଜନାରୁ କେତେ ସୁଫଳ ମିଳିଲା ଲୋକେ କ’ଣ ବୁଝିବାକୁ ଚେଷ୍ଟା କରେିଲଣ ି? ଯଦ ିଚେଷ୍ଟା ଥାଆନ୍ତା, ତେବେ ଆମ ସମାଜରୁ ଗରୀବି ହଟି ଯାଆନ୍ତାଣି । ସମାଜ, ସଂସାର ସୁନା ହୋଇ ଯାଆନ୍ତାଣି । ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟ ିସାରନ୍ତାଣ ିା କନ୍ତି ୁଦେଖାଯାଉଛ,ି ଲୋକେ ଟଙ୍କାକିଆ ଚାଉଳ, ମୋବାଇଲ, ଲାପଟ୍‌ପ,୍ ପଲିାମାନଙ୍କ ପାଇଁ ସ୍କୁଲରେ ମଧ୍ୟାହ୍ନ ଭୋଜନ

ଅଳସୁଆ ହେବା ସାଂଗକୁ ବେରୋଜଗାରୀ ହୋଇ ଭବିଷ୍ୟତରେ ଗୋଟିଏ ଗରିବ ନାଗରିକ ହୋଇ କେବଳ ଏକତରଫା ସରକାରଙ୍କୁ ନିଜର ଅମଲ୍ୟୂ ଭୋଟ ଖଣ୍ଡକି ନର୍ବିାଚନରେ ନେତାଙ୍କ ୁଦେଇଦେବ । ଏହା ହେଉଛି ମଳୂ ସାରାଂଶ, ପାଠ ପଢା଼ ପରେ ଯବୁକମାନଙ୍କ ୁଚାକରି ିଖଣ୍ଡେ ମଳିବି ତ ? ନା କେବେ ବ ିତାହା ମଳିବି ନାହ ିାଁ କାରଣ ସରକାର କହଛୁନ୍ତି ସ୍ୱାବଲମ୍ବୀ ହଅୁ । ନେିଜ ନେିଜ ହଳ ବଲୁାଅ । ହେଲେ ଜମ ିଥେôଲ ତ ? ଏଥେôର ପଣୁ ିମୋ ସରକାର ଯୋଜନା ଲାଗୁ କରିଛନ୍ତି ସରକାର । ପର୍ଯ୍ୟାୟକ୍େରମ ମୋ ସରକାର ଯୋଜନା ଲାଗୁ କରି ଭବିଷ୍ୟତରେ ସମସ୍ତ ବିଭାଗରେ ତାହା ଲାଗୁ ହେବ । ହେଲେ ଏହ ିଯୋଜନା ଫେଲ ୍‌ମାରବି ବୋଲ ିଆଲୋଚନା ହେଉଛ ିା

Leave a Reply

Your email address will not be published. Required fields are marked *