ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ

କଟକ,୧୯ା୧୦: ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।ଦଶହରା ବଜାରରୁ ସରଗରମ କରିବ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ରିଲିଜ ଅପେକ୍ଷାରେ ୩ଟି ଚଳଚ୍ଚିତ୍ର । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ଅରିନ୍ଦମ, ବାବୁସାନ, ସିଦ୍ଧାନ୍ତ, ଅନୁଭବ ଓ ଅମ୍ଲାନଙ୍କ ଦମଦାର ଆକ୍ସନ ଦେଖିବାକୁ ପାଇବେ ସିନେ ପ୍ରେମି । ରାମ ଫିଲ୍ମରେ ଦେଖାଦେବେ ବଲିଉଡର ଖଳନାୟକ ରାହୁଲ୍ ଦେବ । ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।ପୂଜା ବଜାରକୁ ସରଗରମ କରିବ ଓଡ଼ିଆ ଫିଲ୍ମ । ରାମ, ମାଲ୍ୟାଗିରୀକୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ମାଲ୍ୟଗିରିରେ ବାବୁସାନ ଏବଂ ଅମ୍ଲାନଙ୍କ ଦମଦାର ଫାଇଟ ସାଙ୍ଗକୁ ଓଲିଉଡ଼ର ଚୁଲବୁଲି ନାୟିକା ଶିବାନୀ ଓ ସୂର୍ୟମୟୀଙ୍କୁ ଦେଖିବାକୁ ମିଳିବ । ଏକ ଆଇଟମ ସଙ୍ଗରେ ଏଲିନା ଦମଦାର ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ । ପୃଥିବୀରାଜ୍ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିବେଳେ ଫିଲ୍ମଟିର ଆକ୍ସନ ଶୁଟିଂ ବିଭିନ୍ନ ଜଙ୍ଗଲରେ ହୋଇଛି ।ଓଡ଼ିଆ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅରିନ୍ଦମ୍ ନିଜ ହୋମ୍ ପ୍ରଡକ୍ସନରେ ନିର୍ମାଣ ହୋଇଛି ଫିଲ୍ମ ରାମ୍ । ଫିଲ୍ମରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବଙ୍ଗୀୟ ଅଭିନେତ୍ରୀ ରୂପସା ମୁଖ୍ୟ ନୀୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡ୍ ର ଖଳନାୟକ ରାହୁଲ୍ ଦେବଙ୍କୁ ଏଥିରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।ଦୁଇଟି ଆକ୍ସନ ଫିଲ୍ମ ସହ ଦଶହରାରେ ମୁକ୍ତିଲାଭ କରିବ ଆଉଏକ ଫିଲ୍ମ କଟକ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏଥିରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!