Blog

ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦଶହରା ପର୍ବ ପୂର୍ବରୁ ନକଲି ସାମ୍ବାଦିକଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବିଭିନ୍ନ ଖବରକାଗଜ, ୱେବ ପୋର୍ଟାଲ…

ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ

(ପ୍ରିୟଦର୍ଶିନୀ ପାତ୍ର)ଡାବୁଗାଁ: ଚିକିଲି ଗ୍ରାମର ପାନୀୟ ଜଳ ସଙ୍କଟକୁ ନେଇ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ…

ଡାବୁଗାଁରେ ବିଜେପି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ: ବିଜେପିରେ ମିଶିଲେ ୧୦୦ରୁ ଊର୍ଦ୍ଧ୍ୱ କର୍ମୀ

(ପ୍ରିୟଦର୍ଶିନୀ ପାତ୍ର) ନବରଙ୍ଗପୁର,ଡାବୁଗାଁ:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ କାଜୁ ବଗିଚା ନିକଟରେ ବୋରିଗାଁ ମଣ୍ଡଳ ବିଜେପି ପକ୍ଷରୁ…

ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ) :ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମ୍ବଗୁଡ଼ାରେ ପ୍ରଥମଥର ପାଇଁ ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ…

କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ) :ଡାବୁଗାଁ, ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର): କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଅଖିଳ ଭାରତୀୟ କଂଗ୍ରେସ…

ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ

  ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ) : ରାଜ୍ୟ ସରକାର ମେଡିକାଲ ଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ…

ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା

 ନବରଙ୍ଗପୁର,  (  ପ୍ରିୟଦର୍ଶିନୀ ପାତ୍ର ):ବ୍ରହ୍ମପୁର ଯଜ୍ଞରେ ଯୋଗଦାନ ପାଇଁ ଡାବୁଗାଁ ବିରିଶଳା ମଠରୁ ବ୍ରହ୍ମଅବଧୂତ ଅନାଦି ଚରଣ ବାବା ଶିଷ୍ୟ…

ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।

(ମିହିର ଶଙ୍କର ପାତ୍ର)ନବରଙ୍ଗପୁର:- ଆଜି ସାରା ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଡାବୁଗାଁ ଗାନ୍ଧୀ…

ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ

  ( ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:- ଆମ ନବରଙ୍ଗପୁର ଜିଲ୍ଲା ଆନୁଷ୍ଠାନିକ ଭାବେ ଅବିଭକ୍ତ ବିଶାଳ କୋରାପୁଟ ଜିଲ୍ଲାରୁ ୨ ଅକ୍ଟୋବର ୧୯୯୨…

ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସ୍ତରୀୟ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ୨୦୨୬-୨୦୨୭ ଭୈରବ ମହାବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ…

error: Content is protected !!