ଭୁବନେଶ୍ୱର, ୧୧।୨: ଓଡ଼ିଶାର୨୦ଟି ସ୍ଥାନକୁ ମିଳିଲା ପର୍ଯ୍ୟଟନସ୍ଥଳୀ ମାନ୍ୟତା। ଏ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାପରେ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୭୮କୁ ବୃଦ୍ଧି ପାଇଲା।କେନ୍ଦୁଝରର ସର୍ବାଧିକ ୭ଟି ସ୍ଥାନକୁ ଏହି ମାନ୍ୟତା ମିଳିଛି। ସମ୍ବଲପୁରର ୨ଟି ସ୍ଥାନ ମଧ୍ୟରେ ଭୀମ ମଣ୍ଡଳୀ ଓ ଦେବଝରଣ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |