କୋରାପୁଟ,,୯ା୮: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଭଵନରେ ନୃତ୍ୟ କରିବା ପାଇଁ ସୁଯୋଗ ମିଳିଛି କୋଟପାଡ଼ କଳା ବିକାଶ କେନ୍ଦ୍ରକୁ । ଆଜି କୋଟପାଡ଼ ରୁ 15 ଜଣ କଳାକାର ଅବିଭକ୍ତ କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରାକୁ ଦର୍ଶାଉଥିବା ଢ଼େମସା ବାଦ୍ୟର ନୃତ୍ୟର ତାଳେ ତାଳେ ନୃତ୍ୟ କରିବେ କୋଟପାଡ଼ରୁ ଯାଇଥିବା ଟିମ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |