ରାଇରଙ୍ଗପୁର,୫।୧୧:ନଭେମ୍ବର ୨୦ରେ ଦୁଇଦିନିଆ ଓଡିଶା ଗସ୍ତ କରିବେ ରାଷ୍ଟ୍ରପତି| ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ । ଟାଟାରୁ ରାଉରକେଲାକୁ ଯାଉଥିବା ଆଉ ଏକ ଟ୍ରେନକୁ ଲୋକାର୍ପିତ କରାଯିବ। ସୂଚନାଥାଉ କି, ଉକ୍ତ ଦିନ ରାଷ୍ଟ୍ରପତି ବାଦାମପାହା ରେଳଷ୍ଟେସନରୁ ରାଷ୍ଟ୍ରପତି ୩ଟି ଟ୍ରେନର ଶୁଭାରମ୍ଭ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |