କେନ୍ଦ୍ରାପଡ଼ାରୁ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ

କେନ୍ଦ୍ରାପଡ଼ା,୯।୧୧: କେନ୍ଦ୍ରାପଡ଼ାରୁ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ କରିଛି ଟାଉନ ଥାନା ପୁଲିସ। ବେଆଇନ ବାଣ ଗଚ୍ଛିତ ହୋଇଥିବାର ଖବର ପାଇ ଟାଉନ ଥାନା ପୁଲିସ ନସଡିପୁରର ବିଜେନ୍ଦ୍ର ବେହେରାଙ୍କ  ଘ‌ରେ ଚଢ଼ଉ କରିଥିଲା। ଉକ୍ତ ଘରୁ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!