୧୯୦୦ପଦବୀରେ ନିଯୁକ୍ତି ଦେବ ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ,୯।୧୧: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ଏହିସବୁ ପଦବୀଗୁଡିକ ହେଲା ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍‌)। ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୧୦ନଭେମ୍ବର ଅର୍ଥାତ୍‌ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥିସହ ଆବେଦନର ଶେଞ ତାରିଖ ୧୦ଡିସେମ୍ବରରୁ ୧୪ ଡିସେମ୍ବର ଯାଏଁ ରହିଛି। ଆବେଦନକାରୀ http://dopsportsrecruitment.cept.gov.in ଓ୍ବେବଶାଇଟ୍‌କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!