ଫେବ୍ରୁଆରୀ ୨୦ରୁ ଆରମ୍ଭ ଦଶମ ପରୀକ୍ଷା

ଭୁବନେଶ୍ୱର.୧୩।୧୨:ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ।  ପ୍ରେସମିଟ୍‌ କରି  ସୂଚନା ଦେଲା  ମାଧ୍ୟମିକ ଶିକ୍ଷା ପରିଷଦ।   ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ  ୪ ତାରିଖ ପର୍ଯ୍ୟନ୍ତ ଚାଲିବ  ଦଶମ ପରୀକ୍ଷା।  ୨୦ ରେ ସାହିତ୍ୟ,  ୨୩ ରେ ଇଂରାଜୀ ପରୀକ୍ଷା, ୨୬ରେ ଗଣିତ,  ୨୮ରେ ସଂସ୍କୃତ ପରୀକ୍ଷା, ୨ ମାର୍ଚ୍ଚରେ ସାଧାରଣ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷ  କରାଯିବ ।୨୯୯୧ କେନ୍ଦ୍ରରେ ପରୀକ୍ଷା  ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା।  ସେହିପରି ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!