ଭୁବନେଶ୍ୱର,୨୭।୫: ଓଡ଼ିଶାରେ ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ୨ଟି ଜିଲ୍ଲାରେ ମାରାଥନ୍ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦାପଡ଼ା ଏବଂ ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାମାନଙ୍କ ପାଇଁ ଭୋଟଭିକ୍ଷା କରିବେ । ସେପଟେ ଭଦ୍ରକ ଜିଲ୍ଲା ପାଇଁ ଦାୟିତ୍ୱ ନେଇଛନ୍ତି ଭି.କେ ପାଣ୍ଡିଆନ୍ । ଭଦ୍ରକ ସହରରେ ପ୍ରଚାର କରିବା ସହ ଦଳକୁ ବିଜୟୀ କରିବା ପାଇଁ ଜନତାଙ୍କୁ ଭୋଟ ଭିକ୍ଷା କରିବେ ନେତା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |