ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୭।୮:-ଡାବୁଗାଁ ବ୍ଲକ ସଦର ଥାନା ପରିସର ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ 11ଘଣ୍ଟା ସମୟରେ ମୁଖ୍ୟ ଅତିଥି ଭାବେ ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର ଯୋଗ ଦେଈ ସାଇବର ଠକେଇ , ବାଲ୍ୟ ବିବାହ , ଜମି ଜମା ବିବାଦ କିପରୀ ସମାଧାନ ହେବ ସେଥିରେ ଲୋକଙ୍କ ସହଯୋଗ କିପାରି ରହିବ ସେ ନେଇ ଆଲୋଚନା କରିଥଲେ । ଏହି କାର୍ଯ୍ୟକ୍ରମ କୁ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ପରିଚାଳଣା କରିଥଲେ । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ,ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ,ୱାର୍ଡ ମେମ୍ବରମାନେ ଏଵଂ 20 ରୁ ଉର୍ଦ୍ଧ ବଶିଷ୍ଠ ନାଗରିକ ସଦସ୍ୟ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ନୂତନ ୧୯ ଜଣ ବଶିଷ୍ଠ ନାଗରିକ ସଦସ୍ୟ ମାନଙ୍କୁ  ବରିଷ୍ଠ ନଗରିକ ପ୍ରମାଣ ପତ୍ର ଏଡିପିଓ ପ୍ରଦାନ କରିଥିଲେ।ରିପୋଟ  , ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!