ସିପାହୀ କନଷ୍ଟେବଳ ନିଯୁକ୍ତି ମାମଲା

ଭୁବନେଶ୍ବର,,୬ା୧୨: ସିପାହୀ, କନଷ୍ଟେବଲ ଆଶାୟୀଙ୍କ ପାଇଁ ହାଇକୋର୍ଟ  ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 6 ବର୍ଷ କୋହଳ କରିଛନ୍ତି  । ଏହି ପଦବୀରେ ଚାକିରି କରିବା ପାଇଁ ସର୍ବାଧିକ ବୟସ ସୀମା 23 ବର୍ଷ ଧାର୍ଯ୍ୟ କରିଥିଲେ ରାଜ୍ୟସରକାର । ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ  6 ବର୍ଷ ବୟସସୀମା କୋହଳ କରାଯାଇଛି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ହାଇକୋର୍ଟ କହିଛନ୍ତି । ପ୍ରତେୟକ ବର୍ଗରେ 6 ବର୍ଷ କୋହଳ କରିବା ପାଇଁ କୁହାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!