ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧।୧ :-ଆଜି ଇଂରାଜୀ ନବବର୍ଷ ଅବସରେ ଡାବୁଗାଁ ଠାରେ ସମାଜସେବୀ ବାବୁଲାଙ୍କ ଦ୍ୱାରା ଭଗବତ ଗୀତା ବଣ୍ଟନ କର ଯାଇଥିଲା।ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ଭଗବତ ଗୀତାର ମହତ୍ତ୍ୱ ଏବଂ ଏହା ଆମ ଜୀବନରେ କିଭଳି ଉତ୍ତମ ମଣିଷ ହେବାର ମାର୍ଗ ଦର୍ଶାଇଥାଏ। ଏହି ବିଷୟରେ ବୁଝାଇବା ସହ ଗୀତା ବଣ୍ଟନ କରିଥିଲେ ସମାଜ ସେବି ବାବୁଲାଲ। ନୂଆବର୍ଷ ଅବସରରେ ତାଙ୍କାର ଏଭଳି ପ୍ରୟାସ ନିଶ୍ଚୟ ସମସ୍ତଙ୍କୁ ପ୍ରେରଣା ଜଗାଇବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |