ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ,  ୩୧।୧:ଆଜି ଅପରାହ୍ନ 3ଘଣ୍ଟା ସମୟରେ ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତହେଲା। ଏହି ମେଳରେ ମୁଖ୍ୟ ଉଦେଶ୍ୟ ହେଲା ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ କିଭଳି ଅବଗତ କରାଯିବ।ଏହି କାର୍ଯ୍ୟକ୍ରମ ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ବ ହୋଇଛି। ଆଜିର କାର୍ଯ୍ୟକ୍ରମ ରେ ଅତିଥିଭାବେ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଚଚରାଗୁଡା କ୍ଲଷ୍ଟର ର ଆଞ୍ଚଳିକ ସଂଯଜକ ଗୁପ୍ତେ ପ୍ରସାଦ ନାଗ, ଚଚାରଗୁଡା ସରପଞ୍ଚ ପ୍ରମ୍ମୁଖ।ଏହା ସହ ଚଚରାଗୁଡା କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି ଏବଂ ଛାତ୍ରଛାତ୍ରି ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!