ଓଡ଼ିଶାରେ ନିର୍ମାଣ ହେବ ୨୭ଟି ବ୍ୟାରେଜ୍‌

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାର ନିର୍ମାଣ କରିବେ ୨୭ଟି ବ୍ୟାରେଜ୍‌। ଏ ନେଇ ୭୨ଟି ନଦୀଗର୍ଭ ଜଳାଶୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟାରେଜ୍ ନିର୍ମାଣରେ ଖର୍ଚ୍ଚ ହେବ ସମୁଦାୟ ୫୧ କୋଟି ଟଙ୍କା।ଖୁବଶୀଘ୍ର ଡିପିଆର କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!