ସମ୍ବଲପୁର,୨୦।୨: ସମ୍ବଲପୁର ଜଗିବ ଏଆଇ କ୍ୟାମେରା । ଅପରାଧ ରୋକିବାକୁ ସମ୍ବଲପୁର ଜଗିବ ଏଆଇ କ୍ୟାମେରା ।ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସୂଚନା ।୬୫ ସ୍ଥାନରେ ଲାଗିବ ୧୮୦ ଟି କ୍ୟାମେରା । ମାର୍ଚ୍ଚ ୩୦ରୁ କାର୍ଯ୍ୟକ୍ଷମ ହେବ ଖର୍ଚ୍ଚ ହେବ ୫ କୋଟି ଟଙ୍କା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |