ନୂଆଦିଲ୍ଲୀ,୨୩ା୨:ଆଜି `ମନ କୀ ବାତ’ରେ ମନର କଥା କହିବେ ପିଏମ ମୋଦି। ପୂର୍ବାହ୍ନ ୧୧ଟାରେ ପ୍ରସାରଣ ହେବ କାର୍ଯ୍ୟକ୍ରମର ୧୧୯ ତମ ସଂସ୍କରଣ। ଦେଶର ୧୨ଟି ସ୍ଥାନରୁ ଯୋଡ଼ି ହେବେ ସାଧାରଣ ଜନତା। କାନପୁରରେ ବଡ଼ ଆୟୋଜନ। ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା।`ମନ କୀ ବାତ’ରେ ମନ କଥା କହିବେ ପିଏମ ମୋଦି । ଆଜି କାର୍ଯ୍ୟକ୍ରମର 119 ତମ ସଂସ୍କରଣ ପ୍ରସାରିତ ହେବାକୁ ଯାଉଛି । ଦିନ 11ଟାରେ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଦେଶର 12ଟି ସ୍ଥାନରୁ ମନ କୀ ବାତ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ ଜନତା। କାନପୁରରେ ଏଥିପାଇଁ ଆୟୋଜିତ ହୋଇଛି ସ୍ବତନ୍ତ୍ର ମନ କୀ ବାତ କାର୍ଯ୍ୟକ୍ରମ । ବିବେକାନନ୍ଦ ପ୍ରତିମା ସ୍ଥଳ, କାରଗିଲ ପାର୍କ, ମୋତିଝୀଲରେ ବହୁ ସଂଖ୍ୟାରେ ଲୋକ ମନ କୀ ବାତ ଶୁଣିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |