ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣା

ଭୁବନେଶ୍ୱର,୬ା୩: ବଦଳିଲା ସିଏମଙ୍କ ବାସଭବନ ଠିକଣା। ଆଉ ଗାନ୍ଧି ମାର୍ଗ ନୁହେଁ ଏବେ ସିଏମ ରହିବେ ରାଜ ଭବନ ମାର୍ଗରେ ଥିବା ସରକାରୀ ବାସଭବନରେ। ଆଜି ନୂଆ ସରକାରୀ ବାସ ଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରାଜଭବନ ମାର୍ଗରେ ଥିବା ସିଏମଙ୍କ ସରକାରୀ ବାସଭବନକୁ ନିର୍ଦ୍ଧାରିତ ଶୁଭ ସମୟ ୧୦ଟା ୪୭ ମିନିଟ୍‌ରେ ଆଜି  ଗୃହ ପ୍ରବେଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!