ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ପରିବେଶ ପରିବର୍ତ୍ତନ ସମ୍ୱନ୍ଧରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତହେଲା। ଏହି ତାଲିମ ଶିବିରରେ ତାଲିମ ଦେଇଥିଲେ ଡବ୍ଲୁଇଓ ଆଦିତ୍ୟ ନାରାୟଣ ରାଥ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ଏବିଏଫ ମନାଲ ପରିଡା ଜିପିଡିଓ ପଦ୍ମନବ ଭୋଳା ପ୍ରମ୍ମୁଖ ଏବଂ ଆଜି ଡାବୁଗାଁ ବ୍ଲକର ଅଙ୍ଗନୱାଡି ୱାର୍କର, ଏମବିକେ, ସିଆରପି ଏବଂ ଏସ ଏସଜି ମାଁ ମାନେ ତାଲିମ ନେଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ପାରିଚାଳନା କରିଥିଲେ ଡାବୁଗାଁ ବ୍ଲକର ପେସା ସଞ୍ଜଜକ ଶୁଭଶ୍ରୀ ମାହାଙ୍କୁଡ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |