କଟକ,, ୫।୪: ରାମନବମୀ ପାଇଁ ସହରଠୁ ପଲ୍ଲୀ ଉତ୍ସବମୁଖର। ଆସନ୍ତାକାଲି ସାରା ଦେଶ ଏବଂ ରାଜ୍ୟରେ ପାଳନ ହେବ ରାମନବମୀ। ଏହି ଉତ୍ସବ ପାଇଁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି।ସହରରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ। ଶୋଭାଯାତ୍ରା ସ୍ଥାନଗୁଡ଼ିକରେ ହେବ ଫ୍ଲାଗମାର୍ଚ୍ଚ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ଡିସିପିଙ୍କ ଅନୁରୋଧ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |