ଓଡ଼ିଆ ପକ୍ଷ ପାଳନ ଅବସରରେ ଡାବୁଗାଁ ଠାରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ।

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୫।୪:-ଆଜି ଦିନ 11ଘଣ୍ଟା ସମୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଡାବୁଗାଁ ପଞ୍ଚାୟତ ସମିତି ତରଫରୁ ସଦର ମହକୁମା ଠାରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତହେଲା। ଏହି ସମୟରେ ଉପସ୍ଥିତି ଥିଲେ ବିଏସଏସଓ ଯତୀନ ପଣିଗ୍ରାହୀ, ଜିପିଓ ପଦ୍ମନାବ ଭୋଳା, ଏପିଅ ବର୍ଣ୍ଣବାସ ନାୟକ ସହ ବ୍ଲକ କର୍ମଚାରୀ ମାନେ ଜିଆରଏସ ମାନେ ଏବଂ କଲେଜ ଛାତ୍ର ଛାତ୍ରି ମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସରକାରୀ ଗାଇଡ଼ ଲାଇନ ଅନୁସାରେ ଅନୁଷ୍ଠିତ ହେଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!