ମହଙ୍ଗା ହେଲା ରୋଷେଇ ଗ୍ୟାସ୍

ନୂଆଦିଲ୍ଲୀ,୭ା୪: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି ଯେ, ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇବ।ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ ବର୍ଗଙ୍କୁ ୫୦ ଟଙ୍କା ବୃଦ୍ଧିରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ ।ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ। ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ ବର୍ଗଙ୍କୁ ୫୦ ଟଙ୍କା ବୃଦ୍ଧିରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ ।ଉଜ୍ୱଳା ଉପୋଭୋକ୍ତା ୫୦୦ ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ ୫୫୦ ଟଙ୍କା ଦେବାକୁ ପଡ଼ିବ। ୨-୩ ସପ୍ତାହ କିମ୍ବା ୧ ମାସ ଭିତରେ ପୁଣି ଏଲପିଜି ଗ୍ୟାସ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!