ନୂଆ ମୁଖ୍ୟ ସୂଚନା କମିଶନର ହେଲେ ମନୋଜ ପରିଡ଼ା

ଭୁବନେଶ୍ୱର,୯ା୪:ମନୋଜ ପରିଡ଼ା ହେଲେ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର। । ଏବେ ଇନସୁରାନ୍ସ ଅମ୍ବୁଡସ୍ ମ୍ୟାନ ପଦରେ ଅଛନ୍ତି ମନୋଜ କୁମାର ପରିଡ଼ା । ପୂର୍ବରୁ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଥିଲେ ମନୋଜ ପରିଡ଼ା ।ସେହିପରି ଅବସରପ୍ରାପ୍ତ IPS ପ୍ରାଣବିନ୍ଦୁ ଆଚାର୍ଯ୍ୟ ସଦସ୍ୟ ହୋଇଛନ୍ତି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ IAS ପବିତ୍ର ମଣ୍ଡଳ ମଧ୍ୟ ସଦସ୍ୟ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!