ନବରଙ୍ଗପୁର( ମିହାର ଶଙ୍କର ପାତ୍ର), ୩।୬-ଆଜି ଦିନ 12 ଘଣ୍ଟା ସମୟରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଛୋଅ ଟି ସମ୍ପ୍ରଦାୟ ର ପ୍ରମ୍ମୁଖ ବ୍ୟାକ୍ତି ମାନେ ଆସି ଡାବୁଗାଁ ତହସିଲଦାର ମହଦୟା ଗୀତା ମୁର୍ମୁଙ୍କୁ ଫୁଲତଡା ଏବଂ ଉପଢକନ ଦେଇ ସମ୍ବର୍ଦ୍ଧନା ଜାଣିଥିଲେ। ଏହି ସମୟରେ ଡାବୁଗାଁ ର ନୂତନ ତହସିଲଦା ସେମାନଙ୍କୁ କହିଥିଲେ କିଛିବି ସମସ୍ୟା ଥିଲେ ତାଙ୍କ ସହ ଆଲୋଚନା କରିବା ପାଇଁ ଆଜି ଏହି ଅବସରେ ଉପସ୍ଥିତି ଥିବା ପ୍ରମ୍ମୁଖ ବ୍ୟକ୍ତି ମାନେ ହେଲେ ନରସିଂ ମାଝୀ, ମହନସିଂ ଗଣ୍ଡ, ରାମ କୁମାର ଗଣ୍ଡ, ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଫୁଲସିଂ ଜାନି, ରାଇସିଂ ପୂଜାରୀ,ଦୟାନିଦି ବଞ୍ଜାରା, ମହନ ନାୟକ, ଦୟାନିଧି ଭତ୍ରା, ରମେଶ ଭତ୍ରା, ଜଗଦୀଶ ଭତ୍ରା ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |