ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୯।୭ :-ଆଜି ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛି ଶ୍ରମିକ ସଙ୍ଗଠନ। ୧୭ ଦଫା ଦାବିରେ ୧୦ ଟି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଧର୍ମଘଟ ଆନ୍ଦୋଳନ ଡାକରା ଦିଆଯାଇଛି । ୧୭ ଦଫା ଦାବି ନେଇ ନଇ ୫ ବାମପନ୍ଥୀ ଦଳ ଓ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ (ସିଟିୟୁ) ଓ ସ୍ବାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ୍ ୟୁନିୟନର ମିଳିତ ମଞ୍ଚ ଧର୍ମଘଟର ରେ ସାମିଲ ଥିଲେ। ଏହି ଅବର୍ଷରେ ଡାବୁଗାଁ ଠାରେ ମଧ୍ୟ ବିଭିନ୍ନ ସାଙ୍ଗଠନ ସହ ବିରଧୀ ଦଳର ମଧ୍ୟ୍ୟ ସମର୍ଥନ ଥିବା ଦେଖୁବାକୁ ମିଳିଛି। ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ମଧ୍ୟ୍ୟ ଏହି ଅବସରେ ଡାବୁଗାଁ ବିଡ଼ିଓ ଶରତ ମାଝିଙ୍କୁ ସେମାନଙ୍କ ସଙ୍ଘ ତରଫରୁ ଏକ ଲିଖିତ ପାତ୍ର ପ୍ରଦାନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!