ଯାଜପୁର,୧୧ା୭: ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ, ବ୍ରିଜ୍ ଦବିଯାଇଥିବା ଖବର ପ୍ରକାଶ ପାଇଛି ।ବାଲେଶ୍ୱର ନିକଟରେ ଦବିଲା ବ୍ରିଜର ୨ଟି ସ୍ପାନ୍ । ସ୍ପାନ ଦବିବା ପରେ ସ୍ଥାନୀୟ ଲୋକ ଭୟଭିତ ହୋଇଯାଇଛନ୍ତି ।ବ୍ରିଜ ଦବିବା ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |