ଭୁବନେଶ୍ୱର ,୦୧।୦୯ : ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଓଡ଼ିଶା ଯାତ୍ରୀ ଆପ୍ର ପରିସରକୁ ବୃଦ୍ଧି କରିଛି। ବଢିଲା ଓଡ଼ିଶା ଯାତ୍ରୀ ଆପ୍ର ପରିସର । ଏଣିକି ଓଡ଼ିଶା ଯାତ୍ରୀ ଆପ୍ରେ ‘ଆମ ବସ୍’ ଏବଂ ଚିଲିକାରେ ବୋଟିଂ ପାଇଁ ଟିକେଟ ବୁକିଂ କରିହେବ । ସାତପଡ଼ାରୁ ଚିଲିକା ଯିବା ପାଇଁ ହେଉଥିବା ବୋଟିଂ ଟିକେଟ ବୁକିଂ ଏହି ଆପ୍ ମାଧ୍ୟମରେ ହୋଇପାରିବ । ତେବେ ଏହି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ ବିକାଶରେ ଏକ ବଡ଼ ଭୂମିକା ନେବ ବୋଲି ଆଶା କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |