ଘୁଞ୍ଚିଲା ପୋଲିସ SI ତୃତୀୟ ପେପର ପରୀକ୍ଷା

ଭୁବନେଶ୍ୱର,୬।୯: କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ(CPSE)୨୦୨୪ର ତୃତୀୟ ପେପର ପରୀକ୍ଷା ଘୁଞ୍ଚିଲା। ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଛି।ସିପିଏସଇ (SI)ର ୨୦୨୪ର ତୃତୀୟ ପେପର ପାରକ୍ଷା ସୂଚୀ ବଦଳିଲା । ସିପିଏସଇ ହେଉଛି କମ୍ବାଇଣ୍ଡ ପୋଲିସ ସର୍ଭିସ ଏଗଜାମିନେସନ୍ ।ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପରରେ ଥିବା ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ ତାରିଖରେ କରାଯିବ ।ଅକ୍ଟୋବର ୬ ତାରିଖ ଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।ପୂଜା ଭସାଣୀକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ବଦଳାଯାଇଥିବା ଓପିଆରବି ପକ୍ଷରୁ ସୂଚନା ଜାରି କରାଯାଇଛି । ମାତ୍ର ଅକ୍ଟୋବର ୫ର ୨ଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!