ଭୁବନେଶ୍ୱର, ୨୫।୯: ଘୋଷଣା ହେଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ।ଆସନ୍ତା ୨୦୨୬ ଫେବୃଆରୀ ୧୭ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ସରିବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ଜାରି ହେଲା ସୂଚନା।ଏହାସହ ଫେବୃଆରୀ ୨୦ ତାରିଖରୁ ହୋଇପାରେ ଦ୍ୱାଦଶ ଫିଜିକ୍ସ ପରୀକ୍ଷା। ସୂଚନାନୁସାରେ, ଦଶମ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୪୫ ଲକ୍ଷ ପିଲା ଦେବେ ପରୀକ୍ଷା।ସଠିକ୍ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର ୧୦ ଦିନ ପରେ ଆରମ୍ଭ ହୋଇପାରେ ମୂଲ୍ୟାୟନ। ୧୨ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |