ସିରପ ଦୁର୍ନୀତି : ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ

ନୂଆଦିଲ୍ଲୀ,୯।୧୦:ମଧ୍ୟପ୍ରଦେଶ ପୋଲିସକୁ ବଡ଼ ସଫଳତା । ଘାତକ ‘କୋଲଡ୍ରିଫ’ କଫ ସିରପ୍ ମାମଲାରେ ଏକ ବଡ଼ ସଫଳତା ମିଳିଛି । ମଧ୍ୟପ୍ରଦେଶ ପୋଲିସର ଆକ୍ସନରେ ଧରାପଡିଛି କଫ୍‌ ସିରପ୍ କଂପାନୀ ମାଲିକ । କଫ୍‌ ସିରପ୍ ନିର୍ମାତା କଂପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକ ଗିରଫ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା କରୁଛି ।କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକ ଏସ୍‍.ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ରଙ୍ଗନାଥଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୁଲିସ । କୋଲଡ୍ରିଫ୍‍ କଫ୍‍ ସିରଫ୍‍ ପିଇ ମଧ୍ୟପ୍ରଦେଶରେ ୨୧ଜଣ ଶିଶୁଙ୍କ ଜୀବନ ଯାଇଛି । ପୁଲିସ ସମ୍ପ୍ରତି କମ୍ପାନୀ ମାଲିକ ଏବଂ ପ୍ରେସକ୍ରିବର୍‍ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!