ଭୁବନେଶ୍ବର ,୧୮।୧୧:ସୁଶୀଲ ମେହେର ହେଲେ ନୂଆ କଂସ । ବରଗଡ଼ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା ହୋଇଛି। ବରଗଡ଼ ଟାଉନ ହଲଠାରେ ଆବେଦନ କରିଥିବା ୪୪ ଜଣଙ୍କୁ ନେଇ ହୋଇଛି କଂସ ଭୂମିକା ପାଇଁ କଳାକାର ଚୟନ। ଅନ୍ୟ ପାର୍ଶ୍ବ ଅଭିନେତା ଚୟନ ମଧ୍ୟ ହୋଇଛି । ୧୫ ତାରିଖରୁ ଆରମ୍ଭ ହୋଇଥିବା କଳାକାର ଚୟନ ପ୍ରକିୟାରେ ପୂର୍ବରୁ ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ନାରଦ, ଦେବକୀ ,ବସୁଦେବ, ଉଗ୍ରସେନ ଆଦି ଭୂମିକା ପାଇଁ କଳାକାର ବଛା ସରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |