ନୂତନ ନାଟ ଉଦଘାଟନ ଉତ୍ସବରେ ଗୀତ ଗାଈ ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ।

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୨୭।୧୧ :-ଡାବୁଗାଁ ବ୍ଲକ ବର୍କିଗୁଡା ଗ୍ରାମରେ ନୂତନ ନାଟ ଶୁଭ ଉଦଘାଟନ ଉତ୍ସବ ରେ ଯୋଗଦେଇ ନାଟକୁ ନଡ଼ିଆ ଭାଙ୍ଗି ଶୁଭ ଆରମ୍ଭ କରିଥିଲେ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଏବଂ ନାଟ ମଞ୍ଚ ଉପରେ ଗୀତ ଗାଈ ଚର୍ଚ୍ଚାରେ ଆମ ଲୋକପ୍ରିୟ ବିଧାୟକ ମୋନାହର ରନ୍ଧାରୀ। ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ତାଙ୍କ କାମପାଇଁ କେତେବେଳେ କମ୍ବଳ ବାଣ୍ଟି, କେତେବେଳେ ଜାରି ବାନ୍ତି ତ କେତେବେଳେ ଦା ବା ଇଲା ବାଣ୍ଟି। ଖାଲି ସେତିକି ନୁହଁ ଧାନ ଲଗାଇବଠୁ ଆରମ୍ଭ କରି ଭାରା ବହିବା ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦଲଗତ ନିର୍ବିଶେଷରେ ସମସ୍ତଙ୍କ ସହ ତାଙ୍କର ସୁସମ୍ପର୍କ। ଡାବୁଗାଁ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସୁଖ ଦୁଃଖରେ ସବୁବେଳେ ସାହାଯ୍ୟର ହାତ ବଡାଈବା ତାଙ୍କୁ ଲକପ୍ରିୟ କରିଛି। ଏକ ପଦର କହିବା କୁ ଗଲେ ବିଧାୟକ ହେବେତ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ଭଳି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!