ରାୟଗଡ଼,୪।୨: ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲ। ପରିଷଦ ସମ୍ମୀଳନୀ କକ୍ଷ, ର।ୟଗଡ଼ ଠ।ରେ ସମ୍ମ।ନନୀୟ ମୁଖ୍ୟ ବିକ।ଶ ଅଧିକ।ରୀ ତଥ। କ।ର୍ଯ୍ୟ ନିର୍ବ।ହୀ ଅଧିକ।ରୀ, ଜିଲ୍ଲ। ପରିଷଦ, ର।ୟଗଡ଼ ଶ୍ରୀ ଅକ୍ଷୟ କୁମ।ର ଖେମୁଣ୍ଡୁ ଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଟିତ ହୋଇଥିଲ। । ଉକ୍ତ କ।ର୍ଯ୍ୟକ୍ରମରେ ସମସ୍ତ ୧୧ ଗୋଟି ପଞ୍ଚ।ୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକ।ରୀ, ଜିଲ୍ଲ। ବନ ବିଭ।ଗ ଅଧିକ।ରୀ, ପ୍ରକଳ୍ପ ପ୍ରଶ।ସକ, ସମ୍ମନ୍ଵୀତ ଆଦିବ।ସୀ ଉନ୍ନୟନ ସଂସ୍ଥ।, ଗୁଣୁପୁର ଏବଂ ର।ୟଗଡ ପ୍ରକଳ୍ପ ପ୍ରଶ।ସକ, ଜଳ ବିଭ।ଜିକ। ମିଶନ ର।ୟଗଡ, ସହକ।ରୀ ନିର୍ଦେଶକ, ଉଦ୍ୟ।ନଦ କୃଷି ବିଭ।ଗ ଗୁଣୁପୁର, ସହକ।ରୀ ଯନ୍ତ୍ରୀ, କ।ଡ। ବିଭ।ଗ ର।ୟଗଡ, ସ୍ଵତନ୍ତ୍ର ଅଧିକ।ରୀ ଡି.କେ.ଡି.ଏ ଚ।ଟିକଣ। ଓ ପ।ର୍ସ।ଲି, ସ୍ଵତନ୍ତ୍ର ଅଧିକ।ରୀ ଏଲ.ଏସ.ଡି.ଏ ପୁଟ୍ଟ।ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟ ବିକ।ଶ ଅଧିକ।ରୀ ତଥ। କ।ର୍ଯ୍ୟ ନିର୍ବ।ହୀ ଅଧିକ।ରୀ, ଜିଲ୍ଲ। ପରିଷଦ ର।ୟଗଡ଼ ଭିଭିଜି-ର।ମଜୀ ଅଧିନିୟମର କ।ର୍ଯ୍ୟକ।ରିତ। ଏବଂ ଭିଭିଜି-ର।ମଜୀର ପ୍ରମୁଖ ବୈଶିଷ୍ଟ୍ୟ ବିଷୟରେ ପୁଙ୍ଖ।ନୁଫୁଙ୍ଖ ଭ।ବରେଆଲୋକପ।ତ କରିଥିଲେ ।ଏତତବ୍ୟତୀତ ଯୋଜନ।ର ନ।ମ ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ରହିବ ଏବଂ ଏହ।ର ପ୍ର।ଥମିକ ଉଦେଶ୍ୟ ହେଲ।- ବିକଶିତ ଭ।ରତ@୨୦୪୭ କୁ ଲକ୍ଷ୍ୟରେ ରଖି ଗ୍ର।ମୀଣ ବିକ।ଶ ଢ।ଞ୍ଚ। ଆଧ।ରରେ ନିଜ ଯୋଜନ। ପ୍ରସ୍ତୁତ କରିବ। । ଏହି ଯୋଜନ।ରେ ପ୍ରମୁଖ ଚ।ରୋଟି କ୍ଷେତ୍ର ଉପରେ ବିଶେଷ ଧ୍ୟ।ନ ଦିଆଯ।ଇଛି। ଯଥ।- ଜଳ ସୁରକ୍ଷ। ଏବଂ ସମ୍ପୃକ୍ତ କ।ର୍ଯ୍ୟ , ଗ୍ର।ମୀଣ ମୌଳିକ ଭିତିଭୂମିର ସୁଦୃଢୀକରଣ, ଜୀବିକ। ସମ୍ବନ୍ଦୀୟ ଭିତିଭୂମି, ପ୍ରକୃତିକ ପ୍ରଶମନ ପ।ଇଁ ଉଦ୍ଧିଷ୍ଟ କ।ର୍ଯ୍ୟ ବିଷୟରେ ଅବଗତି କରିବ। ସହିତ ସଶକ୍ତିକରଣ,ଏକ।ଭିମୁଖୀକରଣ (convergence),ଗ୍ର।ମୀଣ ବିକ।ଶ ଏବଂ ପରିପୂର୍ଣତ। (Saturation) ଉପରେ ଗୁରୁତ୍ଵ ଏବଂ ଏକ ଆର୍ଥିକ ବର୍ଷରେ ପ୍ରତ୍ୟେକ ଯୋଗ୍ୟ ହିତ।ଧିକ।ରୀଙ୍କ ପ।ଇଁ କ।ର୍ଯ୍ୟ ଦିବସକୁ ୨୫% ବୃଦ୍ଧି କର।ଯ।ଇଛି । ବର୍ତମ।ନ ୧୦୦ ଦିନ ପରିବର୍ତ୍ତେ ବ।ର୍ଷିକ ୧୨୫ ଦିନର କ।ର୍ଯ୍ୟ ଯୋଗ।ଇ ଦେବ। ପ।ଇଁ ଗ୍ୟ।ରେଣ୍ଟୀ ପ୍ରଦ।ନ କର।ଯ।ଇଛି । କୃଷି କ୍ଷେତ୍ରରେ ଶ୍ରମିକମ।ନଙ୍କ ଉପଲବ୍ଧତ। ସୁନିଶ୍ଚିତ କରିବ। ପ।ଇଁ ର।ଜ୍ୟ ସରକ।ର ବିହନ ବୁଣ। ଏବଂ ଅମଳ ସମୟରେ ସର୍ବ।ଧିକ ୬୦ ଦିନ ପର୍ଯ୍ୟନ୍ତ କ।ର୍ଯ୍ୟ ବନ୍ଦ ରଖିପ।ରିବେ । ଏହି ଯୋଜନ।ରେ ପ।ଣ୍ଠି ଯୋଗ।ଣର ପ୍ରମୁଖ ଦ।ୟିତ୍ଵ କେନ୍ଦ୍ର ସରକ।ରଙ୍କ ଉପରେ ନ୍ୟସ୍ତ ରହିଛି । ଯୋଜନ।ର ମୋଟ ବ୍ୟୟ କେନ୍ଦ୍ର ଓ ର।ଜ୍ୟ ମଧ୍ୟରେ ୬୦:୪୦ ଅନୁପ।ତରେ ବଣ୍ଟନ କର।ଯିବ । ସରକ।ରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ସହଯୋଗୀ ସଙ୍ଘୀୟ ବ୍ୟବସ୍ଥ।, ସ୍ଵଛତ। ଏବଂ ଉତ୍ତର ଦ।ୟିତ୍ଵ ଭିତିକ ଢ।ଞ୍ଚ।କୁ ଅଧିକ ସୁଦୃଢ କରିବ। ଓ କେନ୍ଦ୍ର ସରକ।ରଙ୍କର ଦ୍ଵ।ର। ନିର୍ଦ୍ଧ।ରିତ ପ।ଣ୍ଠି (Normative Funding) ଆବଣ୍ଟନ କର।ଯିବ ଏବଂ ପ୍ର।କୃତିକ ବିପର୍ଯ୍ୟୟ କିମ୍ଭ। ଅସ।ଧ।ରଣ ପରିସ୍ଥିତିର ସମୟୋଚିତ ମୁକ।ବିଲ। ଏବଂ ତ୍ଵରିତ ସହ।ୟତ। ପ୍ରଦ।ନ ପ।ଇଁ ନିୟମ।ବଳୀରେ ସ୍ଵତନ୍ତ୍ର କୋହଳ ବ୍ୟବସ୍ଥ। ବିଷୟରେ ଆଲୋକପ।ତ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |