ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) : ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂ, ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି ପଦ୍ମନ ନାୟକ, କାର୍ତ୍ତିକ ଦାସ, ସୁରେନ୍ଦ୍ର ନାୟକ, ହରି ଧାକଡ, ମନମୋହନ ସିଂ, ସଦନ ନାୟକ, ସାମାଜିକ ସୁରକ୍ଷା ସମିତି ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଣ୍ଡେ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ, ବରିଷ୍ଠ ସଭ୍ୟ ଭଗବାନ ଧାକଡ, ଦେବ ଚନ୍ଦ୍ର ଧାଟଡ, ଯୁଗଳ କିଶୋର ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଆଲୋଚନା କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ତ୍ରୀନାଥ ସିଂ, ବଳରାମ ସିଂ, ଲକ୍ଷ୍ମଣ ସିଂ, ସୁମିତସିଂ ଠାକୁର, ବିପିନ ଭୁକ୍ତା, ମହେଶ୍ୱର ନାୟକ, ଦୀପକ ସିଂ, ମୁରଲୀ ସିଂ, ଦିବାକର ନାୟକ, କୈଳାସ ପାତ୍ର, ଯଦୁନାଥ ପଣ୍ଡା, ବିଭୂତି ନାୟକ, ଜଳନ୍ଧର ସିଂ, ନରସିଂହ ଦିୱାନ୍, ଦଶମୁ ପାତ୍ର, ରମେଶ ପାତ୍ର ଏବଂ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |