ନୂଆ ରୂପରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୮:ଲଞ୍ଚ ହେଲା Air Indiaର ନୂଆ ଲୋଗୋ|ନୂଆ ରୂପରେ ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆ ବିଧିବଦ୍ଧ ଭାବେ ନୂଆ ଲୋଗୋ ଲଞ୍ଚ କରିଛି। ନୂଆ ଲୋଗୋକୁ ‘ଦ ଭିଷ୍ଟା’ ନାଁରେ ନାମିତ କରାଯାଇଛି ।ଏହାସହ ବିମାନର ଶେଷ ଅଂଶ ଯାହାକୁ ଟେଲ୍ କୁହାଯାଏ, ସେହି ରଙ୍ଗ ଓ ଡିଜାଇନରେ ବି ପରିବର୍ତ୍ତନ କରାଯାଇଛି । ଭାରତ ସରକାରଙ୍କଠୁ ଟାଟା ପାଖକୁ ଏୟାର ଇଣ୍ଡିଆ ଯାଇଛି। ଏହାର ଉଡ଼ାଣ ମାନକୁ ଉନ୍ନତ କରିବା ଏବଂ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଟାଟା ସନସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!