ଭୁବନେଶ୍ୱର ,୬।୧୧:ଭୁବନେଶ୍ୱରରେ ସରକାରୀ ଚାକିରି ପାଇବାକୁ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସ୍ନାଲ୍ ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀ(NALCO) ଆଡଭାଇଜର୍ ପଦବୀ ପୂରଣ ବିଜ୍ଞପ୍ତି ପ୍ରକାଶ କରିଛି। ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି।ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ https://nalcoindia.com/ କୁ ଯାଇ ଯାଞ୍ଚ୍ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |