ଡାବୁଗାଁ ଅଂଚଳରେ କ୍ଷତ୍ରିୟ ସମାଜ ଗଠନ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୪ା୧୨ :- ସମାଜ ରେ କେବଳ କ୍ଷତ୍ରିୟ ସଂପ୍ରଦାୟର ବ୍ୟକ୍ତି ‌ହିଁ ରହି ପାରିବେ ବୋଲି ନିଷ୍ପତ୍ତି ନିଆଗଲା |ଡାବୁଗାଁ ଅଂଚଳରେ କ୍ଷତ୍ରିୟ ସମାଜ ଗଠନ ହେଲା ଏବଂ କ୍ଷତ୍ରିୟ ସମାଜ ପକ୍ଷରୁ ବଣଭୋଜି ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବଣଭୋଜି ପରେ ସମାଜର ର ଉନ୍ନତି ପାଇଁ ଆଲୋଚନା କରା ଯାଇଥିଲା। ବିରେନ୍ଦ୍ର ସିଂ, ପଦ୍ମ ସିଂ,କୈଳାସ ସିଂ, କିଶୋର ସିଂ, ସୁନିଲ୍ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ଅରୁଣ ପାତ୍ର, ବଣ୍ଟି ସିଂ,ମିହିର ଶଙ୍କର ପାତ୍ର, ସନ୍ତୋଷ ପାତ୍ର, ଅଭିନ ପାତ୍ର, ସତ୍ୟ ପାତ୍ର, ଦିନେସ ସିଂ, ଶିବ ଶକ୍ତି ପାତ୍ର, ଉଦୟ ସିଂ, ଜଗନ୍ନାଥ ସିଂ, ହିତେନ୍ଦ୍ର ସିଂ, ନରୁ ସିଂ, ନିଲୁ ପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ କମିଟି ଗଠନ କରା ଯାଇଥିଲା। ଆଗାମୀ ବୈଠକରେ ପୂର୍ଣ୍ଣାଙ୍ଗ କମିଟି ସହ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟ କୁ ପୁରଣ କରାଯିବ ବୋଲି ଆଲୋଚନା ହୋଇଥିଲା।ସମାଜ ରେ କେବଳ କ୍ଷତ୍ରିୟ ସଂପ୍ରଦାୟର ବ୍ୟକ୍ତି ‌ହିଁ ରହି ପାରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!