ଧାନ ମଣ୍ଡି ର ଅବ୍ୟବସ୍ଥା କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କଲା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୨ା୧ :ନବରଙ୍ଗପୁର ଜିଲ୍ଲା ର ପ୍ରାୟ ସମସ୍ତ ଧାନ ମଣ୍ଡି ରେ ଚାଷୀ ଧାନ ଆଣି ହନ୍ତସନ୍ତ ହେଉଛନ୍ତି । ନା ଚାଷୀ ସଠିକ ମୂଲ୍ୟ ରେ ଧାନ ବିକ୍ରି କରି ପାରୁଛି ନା ମଣ୍ଡି ରେ ଅଛି ସୁବ୍ୟବସ୍ଥା। ଜାନୁଆରୀ ୧୧ ତାରିଖ ରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଙ୍କ ନେତୃତ୍ବ ର ବିଜେପି ର ଏକ ସ୍ବତନ୍ତ୍ର ଟିମ୍ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଏହି ଅବସରରେ ଚାଷୀ ମାନେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ ରାଜ୍ୟ ସଭାପତି ଙ୍କୁ ଜଣାଇଥିଲେ। ଜିଲ୍ଲା ବିଜେପି ସଭାପତି ଯଗଦୀଶ ଚନ୍ଦ୍ର ବିଷୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ଶଙ୍କର ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ବିପଦ ଭଞ୍ଜନ ଦାସ, ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ସଂଯୋଜକ ପବିତ୍ର ପରିଡ଼ା, କାର୍ଯ୍ୟକାରିଣୀ ସଭ୍ୟ ଯଗଦୀଶ କଲାର ଓ ରମାପତି ବିଷୟୀ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଦେବଦାସ ମହାଙ୍କୁଡ, ଡାବୁଗାଁ ସାଧାରଣ ସମ୍ପାଦକ ମହେଶ ପାତ୍ର, ଯୁବନେତା ସୋମନାଥ ପୂଜାରୀ, ରାମକୃଷ୍ଣ ପାଣିଗ୍ରୀ, ପ୍ରହଲ୍ଲାଦ ଭୁକ୍ତା, ସୁରେଶ ବିଷୟୀ ଏବଂ ଅନ୍ୟମାନେ ରାଜ୍ୟ ସଭାପତି ଙ୍କ ସହ ଉପସ୍ଥିତ ଥିଲେ। ବଡ ମସିଗାଁ ଓ ମକିଆ ଧାନ ମଣ୍ଡି ରେ ବ୍ୟାପକ ଅନିୟମିତତା ପାଇଁ ରାଜ୍ୟ ସଭାପତି ସିଧାସଳଖ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଷୀ ମାନଙ୍କ*ଧାନ ମଣ୍ଡି ର ଅବ୍ୟବସ୍ଥା କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କଲା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା*
ନବରଙ୍ଗପୁର ଜିଲ୍ଲା ର ପ୍ରାୟ ସମସ୍ତ ଧାନ ମଣ୍ଡି ରେ ଚାଷୀ ଧାନ ଆଣି ହନ୍ତସନ୍ତ ହେଉଛନ୍ତି । ନା ଚାଷୀ ସଠିକ ମୂଲ୍ୟ ରେ ଧାନ ବିକ୍ରି କରି ପାରୁଛି ନା ମଣ୍ଡି ରେ ଅଛି ସୁବ୍ୟବସ୍ଥା। ଜାନୁଆରୀ ୧୧ ତାରିଖ ରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଙ୍କ ନେତୃତ୍ବ ର ବିଜେପି ର ଏକ ସ୍ବତନ୍ତ୍ର ଟିମ୍ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଏହି ଅବସରରେ ଚାଷୀ ମାନେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ ରାଜ୍ୟ ସଭାପତି ଙ୍କୁ ଜଣାଇଥିଲେ। ଜିଲ୍ଲା ବିଜେପି ସଭାପତି ଯଗଦୀଶ ଚନ୍ଦ୍ର ବିଷୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ଶଙ୍କର ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ବିପଦ ଭଞ୍ଜନ ଦାସ, ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ସଂଯୋଜକ ପବିତ୍ର ପରିଡ଼ା, କାର୍ଯ୍ୟକାରିଣୀ ସଭ୍ୟ ଯଗଦୀଶ କଲାର ଓ ରମାପତି ବିଷୟୀ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଦେବଦାସ ମହାଙ୍କୁଡ, ଡାବୁଗାଁ ସାଧାରଣ ସମ୍ପାଦକ ମହେଶ ପାତ୍ର, ଯୁବନେତା ସୋମନାଥ ପୂଜାରୀ, ରାମକୃଷ୍ଣ ପାଣିଗ୍ରୀ, ପ୍ରହଲ୍ଲାଦ ଭୁକ୍ତା, ସୁରେଶ ବିଷୟୀ ଏବଂ ଅନ୍ୟମାନେ ରାଜ୍ୟ ସଭାପତି ଙ୍କ ସହ ଉପସ୍ଥିତ ଥିଲେ। ବଡ ମସିଗାଁ ଓ ମକିଆ ଧାନ ମଣ୍ଡି ରେ ବ୍ୟାପକ ଅନିୟମିତତା ପାଇଁ ରାଜ୍ୟ ସଭାପତି ସିଧାସଳଖ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଷୀ ମାନଙ୍କ ପ୍ରତି କରାଯାଉଥିବା ଅବହେଳା ପାଇଁ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରତି କରାଯାଉଥିବା ଅବହେଳା ପାଇଁ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!