ସିଆରପିଏଫରେ ଚାକିରି ସୁଯୋଗ

ନୂଆଦିଲ୍ଲୀ,,୧୫।୧:ସିଆରପିଏଫରେ ବାହାରିଛି କନଷ୍ଟେବଳ ପଦ।   ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ GD ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ଅର୍ଥାତ୍‌ ଜାନୁଆରୀ ୧୬ ତାରିଖରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।ଏଥିପାଇଁ ଅନ୍‌ଲାଇନ୍‌ ଜରିଆରେ recruitment.Crpf.gov.inକୁ ଲଗ୍‌ଇନ୍‌ କରି ଆବେଦନ କରିହେବ ।କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତାକାଲି ସକାଳ ୯ଟା ପରୁଠାରୁ ଆବେଦନ କରିହେବ । ଆବେଦନ କରିବାର ଶେଷ ତାରିଖ ୨୦୨୪ ଫେବ୍ରୁଆରୀ ୧୫ ତାରିଖ ଯାଏଁ ରହିଛି । ମୋଟ୍‌ ୧୬୯ଟି ପଦବୀ ପୂରଣ ହେବାନେଇ ନିଯୁକ୍ତି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!