ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୫ା୧:ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲ ପୁର ରେ ଜାତୀୟ ଭୋଟର ଦିବସ ପାଳନ ରେ ମୈଦଲ ପୁର ଵୁଥ -୧୯୮/୧୯୯ ରେ ଵୁଥ ସ୍ତରୀୟ ଅଧିକାରୀ ଲିଙ୍ଗରାଜ ସାହୁ, ପଙ୍କଜ ବରାଳ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଥ ସ୍ତରୀୟ ଅଧିକାରୀଙ୍କ ସୁପର ଭାଇଜର ଵାଵୁଲାଲ ସାଗର ଯୋଗଦାନ କରି ଜାତୀୟ ଭୋଟର ଦିବସ ପାଳନ ରେ ଭୋଟର ଭୂମିକା ରେ ଗୋଟିଏ ଭୋଟର ମୂଲ୍ୟବୋଧ ଦେଶ ନିର୍ମାଣରେ ଭୋଟର ମତଦାନ ଦେଶ ଗଠନରେ ଭୂମିକା ମୁ vote is my future,power of one vote,ବାବଦରେ ଆଲୋଚନା କରିଥିଲେ। ବୁଥ ସ୍ତରୀୟ ଅଧିକାରୀଙ୍କ ପରିଦର୍ଶକ ଅଧିକାରୀ ଵାଵୁଲାଲ ତରଫରୁ ମତଦାତାଙ୍କ ସଂକଳ୍ପ, voter’s pledge ପାଠ କରା ଯାଇଥିଲା। ଛାତ୍ର ଛାତ୍ରୀଙ୍କୁ ନେଇ ଜାତୀୟ ଭୋଟର ଦିବସ ସଚେତନତା କରାଯାଇ ଥିଲା । ଜାତୀୟ ଭୋଟର ଦିବସ ଜିଲ୍ଲା ସ୍ତରରେ ମଧ୍ୟ ପାଳନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |