ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର,୨୮।୧: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ । ଦିନିକିଆ ଓଡ଼ିଶା ଗସ୍ତରେ ଏଆଇସିସି ଅଧ୍ୟକ୍ଷ ଆସିବେ । ଦିନ ୧୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଲୋୟର ପିଏନଜିରେ ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗଦାନ କରିବେ । ତେବେ ଏହି ସମାବେଶରେ ଜିଲ୍ଲା, ବ୍ଲକ ଓ ମଣ୍ଡଳ ସଭାପତି ଯୋଗଦେବେ । ଏଥିସହ ପଞ୍ଚାୟତ କର୍ମୀଙ୍କ ସହ ସାଧାରଣ ଲୋକଙ୍କୁ ଉଦବୋଧବ ଦେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!