ରାସ୍ତାରେ ଓଲଟି ପଡ଼ିଲା LPG ଟ୍ୟାଙ୍କର

ଭୁବନେଶ୍ୱର,୩୧।୩: ଖଲ୍ଲିକୋଟ ଥାନା ବଡ଼ଘାଟି ହରିଡା ମୂଳ ନିକଟରେ LPG ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ। ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ବିଶାଖାପାଟଣାରୁ ଖୋର୍ଦ୍ଦା ଅଭିମୁଖେ ଆସୁଥିବାବେଳେ ହରିଡ଼ା ମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ୟାଙ୍କର।ଆଜି ସକାଳୁ ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା ଏକ LPG ଟ୍ୟାଙ୍କର ହରିଡ଼ା ମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖଲ୍ଲିକୋଟ ଥାନା ଠାରୁ ପ୍ରାୟ ୪୦୦ମିଟର ଦୂରରେ ଘଟିଥିଲା ଏଭଳି ଦୁର୍ଘଟଣା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!