ରାଜ୍ୟରେ ଦୁଇ ଦିନ କାଳବୈଶାଖୀ : ପାଣିପାଗ ବିଭାଗ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଭୀଷଣ ଗରମ ଯୋଗୁଁ ସମସ୍ତ ଜନ ଜୀବନ   ଅସ୍ତବ୍ୟସ୍ତ   । ଆସନ୍ତା ୨୧ ଏବଂ ୨୨ ତାରିଖରେ ଓଡିଶାରେ କାଳବୈଶାଖୀର ପ୍ରଭାବ ହେତୁ ଆସନ୍ତା ୨୧ ରୁ ୨୪ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ସାମାନ୍ୟ ହ୍ରାସ ପାଇବ । ଏହି ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀ ସାମାନ୍ୟ ନିସ୍ତାର ପାଇବେ ।ସାମାନ୍ୟ କାଳବୈଶାଖୀ ପ୍ରଭାବ ଏହି ଗରମକୁ ଏକପ୍ରକାର ରୋକ୍ ଲଗାଇବ । ଯାହା ଫଳରେ ସାଧାରଣ ଆଶ୍ୱସ୍ତୀ ଲାଭ କରିବେ । କିନ୍ତୁ ପୁଣି ୨୫ ତାରିଖ ବେଳକୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!