ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨।୫ :-ଡାବୁଗାଁ ବିଧାୟକ ମନହର ରନ୍ଧାରୀଙ୍କ ବାସ ଭାବନରେ ବିଜେଡିର କର୍ମୀ ସମ୍ମିଳନୀ ଶହ ମିଶ୍ରଣ ପର୍ବ ଅନୁଷ୍ଠିତ ହେଲା। ଏହି ଅବସରରେ ଡାବୁଗାଁ ଜନ ୧ ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା ଙ୍କ ପ୍ରଚେଷ୍ଟାରେ ତଥା ବିଧାୟକଙ୍କ ନେତୃତ୍ୱରେ ଏଵଂ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦୋଳ ଛାଡି ବିଜେଡିରେ ଯୋଗଦେଲେ ଘୋଡ଼ାଖୁଣ୍ଟା ଗ୍ରାମର 38ଜଣ କର୍ମି।ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଡାବୁଗାଁ ଲୋକପ୍ରିୟ ବିଧାୟକ ମନହର ରନ୍ଧାରୀଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିବା ପାଈଁ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |