ବିଶ୍ୱ ପରିବେଶ ଦିବସରେ ‘ଏୟାର-ପ୍ରଭା’ ଆପ୍ ଉନ୍ମୋଚିତ

ନୂଆଦିଲ୍ଲୀ,୫।୬: ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଏମ୍ଇଆଇଟିୱାଇର ସଚିବ ଏସ୍ କ୍ରିଷ୍ଣନ ସ୍ୱଦେଶୀ ବାୟୁ ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉଦଘାଟନ କରିବା ସହ ଏୟାର-ପ୍ରଭା ଆପ୍ ଉନ୍ମୋଚନ କରିଛନ୍ତି। ଏହି ଆପ ଏମଇଆଇଟିୱାଇ ସମର୍ଥିତ ଜ୍ଞାନ କୌଶଳ ଅଧୀନରେ ବିକଶିତ ହୋଇଛି।ଏହି ଅବସରରେ ସଚିବ ଏସ୍ କ୍ରିଷ୍ଣନ କହିଛନ୍ତି, ଏହା ଏକ ଅତ୍ୟନ୍ତ ବ୍ୟୟବହୁଳ, ‘ମେକ୍ ଇନ୍ ଇଣ୍ଡିଆ’ ସମାଧାନ, ଯାହା ଶିଳ୍ପର ଆବଶ୍ୟକତା ଉପରେ ନିର୍ଭର କରି ତିନୋଟି ଭାରିଆଣ୍ଟରେ ଉପଲବ୍ଧ। ବାୟୁର ବିଭିନ୍ନ ପାରାମିଟର ପାଇଁ ସିଷ୍ଟମକୁ ଭଲ ଭାବେ ପରୀକ୍ଷଣ କରାଯାଇ ଯାଞ୍ଚ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ ସହାୟକ ହେବ ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!