ଡାବୁଗାଁ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୧୦।୬:- ଆଜି ଡାବୁଗାଁ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥ ମନ୍ଦିର ପ୍ରଥମେ ପୂଜାର୍ଚନା କରା ଯାଇଥିଲ। ଆଜି ଏହି କାର୍ଯ୍ୟକ୍ରମ ଡାବୁଗାଁ ବିଡ଼ିଓ ଶରତ ମାଝୀ ଙ୍କ ଅଧକ୍ଷତାରେ ମନ୍ଦିର କମିଟିର ସଦର୍ଶମାନେ ଯଥା ଜି ସାଇ ରାଜୁ, ଏମ ଆପାରାଅ,ଦେବରାଜ ପତ୍ର, ଭଗବାନ ମହାନ୍ତି, ସୁରି ମିଶ୍ର, ବାବି ଜେନା, ଭଗବାନ ଖୁଣ୍ଟିଆ, କୁନୁ ପାତ୍ର, ଏଵଂ ଗ୍ରାମ ବାସି ପ୍ରକାଶ ରାଓ, ବୁଲୁ ମାହାଙ୍କୁଡ, ପୂଜକ ନବୀନ ପଢି,ଲକ୍ଷ୍ମୀକାନ୍ତ ରଥ, ରାମରାଅ ଚୌଦରୀ ପ୍ରମ୍ମୁଖ ଙ୍କ ଉପସ୍ଥିତି ରେ ଆଲଚନା ହେଲା। ରଥଯାତ୍ରା ପୂର୍ବରୁ ଚାଲିଥିବା ରାସ୍ତା କାମ ସରି ନଥିବା ଏକ ବଡ଼ ସମସ୍ୟା ହେବ ବଳି ଅଳଚନା କରାଗଲା। ଏବିଷୟରେ ଠିକାଦାର ସୁଧୀର ପଣ୍ଡା ଙ୍କ ଶହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇ ପାରିନଥିଲା।ଯଥାଶୀଘ୍ର ଠିକାଦାର ଶହ ଯୋଗାଯୋଗ କରି ସମସ୍ୟା ସମାଧାନ କରାଯିବ ବଳି ବିଡ଼ିଓ ସୂଚାନା ଦେଲେ ଆଜିର ବୈଠକରେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!