ରାଜନାଥଙ୍କୁ ପ୍ରତିରକ୍ଷା, ଶାହଙ୍କୁ ସ୍ୱରାଷ୍ଟ୍ର, ନିର୍ମଳା ହେଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।ସେହିପରି ଅଜୟ ଟାମଟା ଓ ହର୍ଷ ମାଲହୋତ୍ରା ତାଙ୍କ ଡେପୁଟି ଭାବେ କାମ କରିବେ। ଗଡ଼କରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ହର୍ଷ ଓ ଅଜୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ।

କ୍ୟାବିନେଟ ମନ୍ତ୍ରୀ

୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା

୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

୩- ନୀତୀନ ଗଡ଼କରୀ(ବିଜେପି) – ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୪- ଜେପି ନଡ୍ଡା (ବିଜେପି)- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ

୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ

୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)- ଶିକ୍ଷା ମନ୍ତ୍ରଣାଳୟ

୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)- ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ

୧୧- ପୀୟୂଷ ଗୋଏଲ(ବିଜେପି)- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍‌ଏମଇ

୧୩- ଲଲନ ସିଂହ (ଜେଡିୟୁ)-

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)- ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ

୧୫- ବୀରେନ୍ଦ୍ର କୁମାର(ବିଜେପି)- ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ

୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି) – ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

୧୭- ପ୍ରହ୍ଲାଦ ଯୋଶୀ(ବିଜେପି)- ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

୧୮- ଜୁଏଲ ଓରାମ(ବିଜେପି)- ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

୧୯- ଗିରିରାଜ ସିଂହ(ବିଜେପି)- ବୟନଶିଳ୍ପ ମନ୍ତ୍ରଣାଳୟ

୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଆଇଟି

୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି) – ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ

୨୨- ଭୂପେନ୍ଦ୍ର ଯାଦବ(ବିଜେପି)- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ

୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)- ପର୍ଯ୍ୟଟନ ଓ ସଂସ୍କୃତି

୨୪- ଅନପୂର୍ଣ୍ଣା ଦେବୀ(ବିଜେପି) – ମହିଳା ଓ ଶିଶୁ ବିକାଶ

୨୫- କିରଣ ରିଜିଜୁ(ବିଜେପି)- ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ

୨୬- ହରଦୀପ ସିଂହ ପୁରୀ(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

୨୭- ମନସୁଖ ମାଣ୍ଡଭୀୟ(ବିଜେପି)- ଶ୍ରମ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ

୨୮- ଜି କିଶନ ରେଡ୍ଡୀ(ବିଜେପି)- କୋଇଲା ଓ ଖଣି ମନ୍ତ୍ରଣାଳୟ

୨୯- ଚିରାର ପାଶୱାନ(ରାମ ବିଲାଶ)- ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ

୩୦- ସିଆର ପାଟିଲ(ବିଜେପି) – ଜଳ ଶକ୍ତି ମନ୍ତ୍ରଣାଳୟ

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

୧- ରାଓ ଇନ୍ଦରଜିତ(ବିଜେପି)

୨-ଜିତେନ୍ଦ୍ର ସିଂହ (ବିଜେପି)

୩- ଅର୍ଜୁନ ରାମ ମେଘୱାଲ(ବିଜେପି)

୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)

୫- ଜୟନ୍ତ ଚୌଧୁରୀ(ଆରଏଲଡି)

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା

୧- ଜିତିନ ପ୍ରସାଦ(ବିଜେପି)

୨- ଶ୍ରୀପଦ ନାଏକ(ବିଜେପି)- ଶକ୍ତି ଓ ସହରାଞ୍ଚଳ ବିକାଶ

୩- ପଙ୍କଜ ଚୌଧୁରୀ(ବିଜେପି)

୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)

୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)

୬- ନିତ୍ୟାନନ୍ଦ ରାଏ(ବିଜେପି)

୭- ଅନୁପ୍ରିୟା ପଟେଲ(ଆପନା ଦଳ)

୮- ଭି ସୋମନ୍ନା(ବିଜେପି)

୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)

୧୦- ଏସ୍‌ପି ସିଂହ ବଘେଲ(ବିଜେପି)

୧୧- ଶୋଭା କରନ୍ଦାଲାଜେ(ବିଜେପି)- ଏମଏସଏମଇ

୧୨- ବିଏଲ ବର୍ମା(ବିଜେପି)

୧୩- ଶାନ୍ତନୁ ଠାକୁର(ବିଜେପି)

୧୪-ସୁରେଶ ଗୋପି(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

୧୫- ଏଲ ମୁରଗାନ(ବିଜେପି)

୧୬- ଅଜୟ ଟାମଟା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)

୧୮-କମଲେଶ ପାଶ୍ୱାନ(ବିଜେପି)

୧୯- ଭାଗୀରଥ ଚୌଧୁରୀ (ବିଜେପି)

୨୦- ସତୀଶ ଦୁବେ (ବିଜେପି)

୨୧- ସଞ୍ଜୟ ସେଠ(ବିଜେପି)

୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)- ସଂଖ୍ୟାଳଘୁ ବ୍ୟାପାର ମନ୍ତ୍ରଣାଳୟ

୨୩- ଦୁର୍ଗାଦାସ ଉଇକି(ବିଜେପି)

୨୪- ରକ୍ଷା ଖଡସେ(ବିଜେପି)

୨୫- ଶୁକାନ୍ତ ମଜମୁଦର(ବିଜେପି)

୨୬- ସାବିତ୍ରୀ ଠାକୁର(ବିଜେପି)

୨୭- ତୋଖନ ସାହୁ(ବିଜେପି)

୨୮- ରାଜଭୂଷଣ ଚୌଧୁରୀ (ବିଜେପି)

୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)

୩୦- ହର୍ଷ ମାଲହୋତ୍ରା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୩୧- ନିମୁବେନ ବାମଭାଣିୟା (ବିଜେପି)

୩୨- ମରୁଲୀଧର ମୋହର(ବିଜେପି)

୩୩- ଜର୍ଜ କୁରିୟନ(ବିଜେପି)

୩୪- ପବିତ୍ର ମାର୍ଗେରିଟା

୩୫- ରାମନାଥ ଠାକୁର (ଜେଡିୟୁ)

୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!